ଗଙ୍ଗାବାଲି Gaṅgābāli

  • ଦେ. ବି — ଗଙ୍ଗାନଦୀ-ଗର୍ଭର ବାଲି — The sand of river Ganges
  • ଦେ. ବି — ଲୋକେ ପରସ୍ପର ମୁହଁରେ ଗଙ୍ଗାବାଲି କଣିକାଏ ଦେଇ ବସିବା ବନ୍ଧୁତା — Friendship set up between two persons by putting a little of the sand of the Ganges into each other's mouth