ଗଙ୍ଗାଧର Gaṅgādhara

  • ସଂ. ବି. (ଗଙ୍ଗା+ଧୃ ଧାତୁ+ କର୍ତ୍ତୃ. ଅ) — ମହାଦେବ (ମୁଣ୍ଡରେ ଗଙ୍ଗାଙ୍କୁ ଧାରଣ କରି ଥିବାରୁ; ପୁରାଣରେ ଅଛି ଯ ଗଙ୍ଗା ପୃଥିବୀରେ ଅବତୀର୍ଣ୍ଣ ହେବା ପୂର୍ବରୁ ମହାଦେବଙ୍କ ମସ୍ତକରେ ପଡ଼ି ତାଙ୍କ ମସ୍ତକରୁ ପୃଥିବୀକୁ ଓହ୍ଲାଇ ଥିଲେ) — Name of Mahādeba (who is said to have held the river Ganges of his head before it descended upon the earth.)
  • ସଂ. ବି. (ଗଙ୍ଗା+ଧୃ ଧାତୁ+ କର୍ତ୍ତୃ. ଅ) — ସମୁଦ୍ର — The Ocean
  • ସଂ. ବି. (ଗଙ୍ଗା+ଧୃ ଧାତୁ+ କର୍ତ୍ତୃ. ଅ) — (ନାମ) ସୂର୍ଯ୍ୟସିଦ୍ଧାନ୍ତ ଅନୁସାରେ ଗଣିତ ଚାନ୍ଦ୍ରମାନ- ନାମକ ଜ୍ୟୋତିଷଗ୍ରନ୍ଥର ରଚୟିତା — Name of the author of an astromical treatise
  • ସଂ. ବି. (ଗଙ୍ଗା+ଧୃ ଧାତୁ+ କର୍ତ୍ତୃ. ଅ) — [ଦ୍ର—ଏ ମହାତ୍ମା ବିନ୍ଧ୍ୟଗିରିର ଦକ୍ଷିଣ ଅଞ୍ଚଳରେ ଚତୁର୍ଦ୍ଦଶ ଶତାବ୍ଦରେ ଜନ୍ମଗ୍ରହଣ କରିଥିଲେ।]
  • ସଂ. ବି. (ଗଙ୍ଗା+ଧୃ ଧାତୁ+ କର୍ତ୍ତୃ. ଅ) — 24 ଅକ୍ଷରବିଶିଷ୍ଟ ବୃତ୍ତବିଶେଷ — 2ଅକ୍ଷରବିଶିଷ୍ଟ ବୃତ୍ତବିଶେଷ— . Name of a Sanscirt metre
  • ସଂ. ବି. (ଗଙ୍ଗା+ଧୃ ଧାତୁ+ କର୍ତ୍ତୃ. ଅ) — ଗଙ୍ଗାଧର ରସ (ଦେଖ) — Gaṅgādhara rasa (See)
  • ଦେ. ବି. — ମନୁଷ୍ୟଙ୍କ ନାମ — Name given to male- persons