ଗଙ୍ଗାଧରରସ Gaṇgādhararasa

  • ସଂ. ବି. — (ବୌଦ୍ୟକ) ନାଗରମୁଥା, ମୋଚରସଆଦିଦ୍ୱାରା ପ୍ରସ୍ତୁତ ସଂଗ୍ରହଣୀରୋଗର ଔଷଧବିଶେଷ — Name of a medicinal preparation for dysentery