ଗଙ୍ଗାଧର ମେହେର Gaṅgādhara Mehera
- ଦେ. ବି. (ନାମ) ଉତ୍କଳର ଜନୈକ ଆଧୁନିକ କବି — A modern poet of Utkaḻa
- ଦେ. ବି. (ନାମ) [ଦ୍ର—ଏ ସମ୍ବଲପୁରବାସୀ ଭୁଲିଆଜାତୀୟ ସ୍ୱର୍ଗୀୟ ଓଡ଼ିଆ କବି। ଏ 'କୀଚକବଧ' ଓ 'ଇନ୍ଦୁମତୀ' ପ୍ରଭୁତି ଅନେକ ଗ୍ରନ୍ଥ ପ୍ରଣୟନ କରିଅଛନ୍ତି—ତାରିଣୀ, ଉତ୍କଳ ସାହିତ୍ୟ ଇତିହାସ।]