ଗଙ୍ଗଶିଉଳି Gaṅgaṡiuḻi

  • ଦେ. ବି (ସଂ. ଗଙ୍ଗା ଓ ଶେଫାଳୀ) — ଶେଫାଳୀକାଗଛ ଓ ତହିଁର ଶୁକ୍ଳପାଖୁଡ଼ା ଓ ନାଲି ଡେମ୍ଫଯୁକ୍ତ ମୃଦୁ— ଗନ୍ଧଯୁକ୍ତ ଫୁଲ — Night-flowering jasmine; the weeping Nyctanthus (flowers with white petals and red stalks)