ଗଗନେଚର Gaganechara

  • ସଂ. ବି. ଓ ବିଣ. ପୁଂ (ଅଲୁକ୍ ସମାସ; ଗଗନେ= ଆକାଶରେ+ଚର ଧାତୁ+ କର୍ତ୍ତୃ. ଅ) — ଗଗନଚର (ଦେଖ) — Gaganachara (See)