ଗଗନାମ୍ବୁ Gaganāmbu

  • ସଂ. ବି. (ମ. ପ. ଲୋ; ଗଗନ+ଅମ୍ବୁ) — ବର୍ଷାଜଳ; ମେଘଜଳ — Rain-water
  • ସଂ. ବି. (ମ. ପ. ଲୋ; ଗଗନ+ଅମ୍ବୁ) — (ଯଥା—ବୈଦ୍ଯକ ଅନୁସାରେ ଏହା ତ୍ରିଦୋଷଘ୍ନ, ବଳକାରକ, ରସାୟନ, ଶୀତଳ ଓ ବିଷନାଶକ।)