ଗଗନକୁସୁମ Gaganakusuma
- ସଂ. ବି. (ମ. ପ. ଲୋ. ଗଗନରେ କଳ୍ପିତ କୁସୁମ) — ଅଲଭ୍ୟବସ୍ତୁ — Unattainable thing
- ସଂ. ବି. (ମ. ପ. ଲୋ. ଗଗନରେ କଳ୍ପିତ କୁସୁମ) — ଆକାଶରେ ଫୁଟିବା ଫୁଲ; ଅସମ୍ଭବ କଥା — An unreal thing
- ସଂ. ବି. (ମ. ପ. ଲୋ. ଗଗନରେ କଳ୍ପିତ କୁସୁମ) — ଗଗନକୁସୁମ ପରି ଏଥି ଶ୍ରମ। କବିସୂର୍ଯ୍ୟ, କିଶୋରୀଚମ୍ପୂ।