ଗଉଡ଼ିଆ ବଇଷମ Gauṟḍ̠iā baishama
- ଗ୍ରା. ବି. (ଗୌଡ଼ୀୟ ବୈଷ୍ଣବ) — ଗଙ୍ଗାଠାରୁ ଋଷିକୁଲ୍ୟା ପର୍ଯ୍ୟନ୍ତ ଯେଉଁ ଗଉଡ଼ମାନେ ଅଚ୍ୟୁତାନନ୍ଦ ଗୋସ୍ୱାମୀ ଓ ତାଙ୍କ ଶିଷ୍ୟପ୍ରଶିଷ୍ୟଙ୍କ ଦ୍ୱାରା ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇଅଛନ୍ତି ସେହିମାନେ — The cowherds who were initiated into Ba̲i̱shṇabism by Achutānanda Dāsa and his disciples