ଗଉରୀତୀର୍ଥ Gaurītīrtha

  • ଗ୍ରା. ବି. (ସଂ. ଗୌରୀତୀର୍ଥ) — ତୀର୍ଥବିଶେଷ — Name of a sacred place of pilgrimage
  • ଗ୍ରା. ବି. (ସଂ. ଗୌରୀତୀର୍ଥ) — ସଙ୍କେତ ଯ ଗଉରୀତୀର୍ଥ ମୋର। ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି।
  • ଗ୍ରା. ବି. (ସଂ. ଗୌରୀତୀର୍ଥ) — [ଦ୍ର—ବୃନ୍ଦାବନ ନିକଟରେ ପ୍ରବାହିତ ହେଉଥିବା ଯମୁନା ନଦୀରେ ଏହି ତୀର୍ଥ ଅଛି। ଏହା ଚନ୍ଦ୍ରାବଳୀଙ୍କର ଶ୍ରୀକୃଷ୍ଣଙ୍କ ସହିତ ମିଳନର ସଙ୍କେତସ୍ଥଳ ଥିଲା।]