ଗଉଁ ପାଇବା Gauñ pāibā

  • ଦେ. କ୍ରି — କୌଣସି ବ୍ଯକ୍ତିର ମନର ଅବସ୍ଥା ବୁଝି ପାରିବା; ମରଜି ପାଇବା — To divine a person's mind
  • ଦେ. କ୍ରି — କୌଣସି ବ୍ଯକ୍ତିର ଅଭିମାନର କାରଣ ଠଉରାଇବା — To guess the cause of a person's sullenness