ଗଇର୍ ଖରଚା Gair kharachā

  • ବୈଦେ. ବି. (ଆ) — କୌଣସି ପଣ୍ୟଦ୍ରବ୍ୟ ବା ବସ୍ତୁ ନିର୍ଦ୍ଦିଷ୍ଟକାଳ ପାଇଁ ଅନ୍ଯ ବ୍ଯକ୍ତିର ଅଧିକୃତ ସ୍ଥାନରେ ରଖି ନିୟମିତ ସମୟରେ ସେ ସ୍ଥାନରୁ ଉଠାଇ ନ ନେଲେ ଅତିରିକ୍ତ ସମୟ ପାଇଁ ବସ୍ତୁସ୍ୱାମୀ ସ୍ଥାନସ୍ୱାମୀଙ୍କୁ ଯେଉଁ ଅର୍ଥଦଣ୍ଡ ଦିଅନ୍ତି — Demurrage