ଗଇବି ଖେଳ Gaibi Kheḻa

  • ଦେ. ବି. (ଆ. ଗାୟବ୍; ଗୟେବ୍; ଗୈବ୍+ସଂ. ଖେଳା) — ଦାବା ବା ସତରଞ୍ଜି ଖେଳରେ ପାଲିର ଛକ ନ ଦେଖି ପାଲିଠାରୁ ଦୂରରେ ବସି ଗୋଟି ଚଳାଇବା — Chess-play carried on from a distance without looking at the chess-board