ଗଇଁଠାଳଫିଟା Gaiñṭhāḻaphiṭā

  • ଦେ. ବି (ସଂ. ଗ୍ରନ୍ଥିମୋଚନ) — ବିବାହର ପରବର୍ତ୍ତୀ ଶୁକ୍ଳ ଦ୍ୱିତୀୟା ଦିନ ବର—କନ୍ୟାଙ୍କ ଚନ୍ଦ୍ର ବନ୍ଦାପନା ହେବା ପରେ ବିବାହ ବେଦିରେ ପାଞ୍ଚି ଓ ବଉଳପାଟରେ ପକାଯାଇଥିବା ଗଇଁଠାଳ (ଗଣ୍ଠି) ଫିଟାଯିବା ବିଧି — The ceremony of untying the marriage-knot
  • ଦେ. ବି (ସଂ. ଗ୍ରନ୍ଥିମୋଚନ) — [ଦ୍ର—ଅନେକ ଅଞ୍ଚଳରେ ବିବାହର ଏକବର୍ଷ ପରେ ଏହି ବିଧି ଅନୁଷ୍ଠିତ ହୁଏ।]