ଗଇଁଠାଗଅଁଠି Gaiñṭhāgaañṭhi

  • ଦେ. ବିଣ (ସଂ. ଗ୍ରନ୍ଥି) — ଯେଉଁ ଦୁଇଜଣଙ୍କ ପିନ୍ଧାଥିବା ଲୁଗା ପରସ୍ପର ଗଣ୍ଠିଦ୍ୱାରା ଆବଦ୍ଧ ହୋଇଥାଏ — Having one's cloth tied to another's by the ends
  • ଦେ. ବିଣ (ସଂ. ଗ୍ରନ୍ଥି) — ପରସ୍ପର ଗଣ୍ଠି ପଡ଼ି ଛନ୍ଦାଛନ୍ଦି ହୋଇଥିବା — Tied to or bound with each other
  • ଦେ. ବିଣ (ସଂ. ଗ୍ରନ୍ଥି) — ଛନ୍ଦାଛନ୍ଦି — Knotted together; entangled
  • ଦେ. ବି — ବହୁ ବସ୍ତୁକୁ ଗଣ୍ଠିଦ୍ୱାରା ସଂଯୁକ୍ତ କରିବା କର୍ମ — Act of tying many things into knots