ଗଇ କାଢ଼ିବା Gai kaṟḍ̠ẖibā
- ଦେ. କ୍ରି. — କର୍ଣ୍ଣରୁ ଖଡ଼ିକା ବା ନହୁରୁଣିର ପଛ ଦ୍ୱାରା ମଳ ବାହାର କରିବା — To bring out the wax from the ear
- ଦେ. କ୍ରି. — (ଲକ୍ଷଣାର୍ଥ) ଅନ୍ଯ ବ୍ଯକ୍ତିର ଗୁପ୍ତ ଦୋଷ ବା କଳଙ୍କ ପ୍ରକାଶ କରିବା — (figurative) To publish or expose another's family-secrets or scandals