ଗଅଁତିଆ Gaañtiā
- ପ୍ରାଦେ. (ସମ୍ବଲପୁର) ବି. (ସଂ. ଗ୍ରାମାଧିପତି) — ଗ୍ରାମର ପ୍ରଜାମାନଙ୍କଠାରୁ ରାଜକୀୟ କର ଆଦାୟ କରି ରାଜକୋଷରେ ଦାଖଲ କରିବାପାଇଁ ସରକାରଙ୍କଠାରୁ ଭାରପ୍ରାପ୍ତ ବ୍ଯକ୍ତି — The Revenue-collector of a village
- ପ୍ରାଦେ. (ସମ୍ବଲପୁର) ବି. (ସଂ. ଗ୍ରାମାଧିପତି) — ଗଭର୍ଣ୍ଣମେଣ୍ଟଙ୍କ ସଙ୍ଗେ କୌଣସି ଗ୍ରାମପକ୍ଷରୁ ରାଜକୀୟ ବ୍ଯବହାର କରିବା ପାଇଁ ଗଭର୍ଣ୍ଣମେଣ୍ଟ୍ଙ୍କଦ୍ୱାରା ନିର୍ବାଚିତ ବ୍ଯକ୍ତି — Village head man
- ପ୍ରାଦେ. (ସମ୍ବଲପୁର) ବି. (ସଂ. ଗ୍ରାମାଧିପତି) — ଗାଏଁ ଗଅଁତିଆ ରାଇଜେ ରଜା—ଢଗ।