ଗଅଁଲି Gaañli

  • ପ୍ରାଦେ. (ସମ୍ବଲପୁର) ବିଣ.—(ସଂ. ଗ୍ରାମ୍ୟ; ଗ୍ରାମୀଣ) — ଗ୍ରାମ୍ୟ; ଗାଉଁଲି — Belonging to a village
  • ପ୍ରାଦେ. (ସମ୍ବଲପୁର) ବିଣ.—(ସଂ. ଗ୍ରାମ୍ୟ; ଗ୍ରାମୀଣ) — ମଫସଲିଆ — Living in mofassal
  • ପ୍ରାଦେ. (ସମ୍ବଲପୁର) ବିଣ.—(ସଂ. ଗ୍ରାମ୍ୟ; ଗ୍ରାମୀଣ) — ଏକ ଗ୍ରାମବାସୀ — Living in or resident of the same village