ଗଅଁଠଗଣ୍ଠିଆ Gaañṭhagaṇṭhiā
- ଗ୍ରା. ବିଣ. (ସଂ. ଗ୍ରନ୍ଥିବିଶିଷ୍ଟ) — ବହୁଗ୍ରନ୍ଥି ଯୁକ୍ତ (ଲୁଗା) — (cloth) Full of knots
- ଗ୍ରା. ବିଣ. (ସଂ. ଗ୍ରନ୍ଥିବିଶିଷ୍ଟ) — ଗଅଠଗଣ୍ଠିଆ କଳମ ଗଣ୍ଠିଆ ଗଣ୍ଠିକେ ଧଇଲା କସି, କୋଉ ସାଆନ୍ତଙ୍କ ଝୁଅ କି ତମେ ଠାଆରେ ନ ବସ ଆସି। ବାଳିକାମାନଙ୍କ କୁଆଁରପୁନେଇଁ ଗୀତ।