ଖଡ଼୍ଗଧାରିଣୀ Khaḍgadhāriṇī

  • ସଂ. ବିଣ. ସ୍ତ୍ରୀ. (ଖଡ଼୍ଗଧାରିନ+ସ୍ତ୍ରୀ. ଈ) — ଯେଉଁ ସ୍ତ୍ରୀ ଖଡ଼୍ଗ ଧରିଥାଏ — (woman) Holdinga sword
  • ସଂ. ବିଣ. ସ୍ତ୍ରୀ. (ଖଡ଼୍ଗଧାରିନ+ସ୍ତ୍ରୀ. ଈ) — [ଦ୍ର—ଏ ଶଦ୍ଦ ସାଧାରଣତଃ କାଳୀଠାକୁରାଣୀଙ୍କର ବିଶେଷଣ ରୂପେ ବ୍ଯବହୃତ ହୁଏ]