ଖଡ଼ୁ Khaṟḍ̠u
- ଦେ. ବି. (ସଂ. ଖଡ଼ୁବା) — ହାତଗଣ୍ଠି ବା ଗୋଡ଼ଗଣ୍ଠି ଉପରେ ପିନ୍ଧା ଯିବା ବଳୟାକାର କଙ୍କଣବିଶେଷ; ହାତଖଡ଼ୁ; ଗୋଡ଼ଖଡ଼ୁ — Bracelet for the wrist or ankle
- ଦେ. ବି. (ସଂ. ଖଡ଼ୁବା) — [ଦ୍ର—ପୂର୍ବେ ବଙ୍ଗ ଦେଶରେ ସ୍ତ୍ରୀମାନେ ହାତରେ ବଡ଼ ଫମ୍ପା ଖଡ଼ୁ ପିନ୍ଧୁ ଥିଲେ। ଏବେ ବଙ୍ଗଦେଶର ସ୍ତ୍ରୀମାନେ ତାହା ପରିବର୍ତ୍ତେ ସରୁଆ ବାଲା ପିନ୍ଧୁଛନ୍ତି। କିନ୍ତୁ ଓଡ଼ିଶା ଓ ଆସାମର ସ୍ତ୍ରୀଲୋକ— ମାନେ ଅବଧି ଖଡ଼ୁ ପିନ୍ଧୁ ଅଛନ୍ତି; ତୁଳ. ଆସାମୀ ଖାରୁ।]