ଖଡ଼ୁବାହି Khaṟḍ̠ubāhi

  • ଦେ. ବି — ହାତର କଚଟିଠାରୁ ବାହା ପର୍ଯ୍ୟନ୍ତ ପିନ୍ଧାଯିବା ପିତ୍ତଳ ବା କଂସାର ଏକାଧିକ ପଟ ଖଡ଼ୁ — Ornament of brass or bellmetal (consisting of several bits) worn on the hands of females from the wrist to the elbow
  • ଦେ. ବି — କମ ଆଦି ଖଡ଼ୁବାହି ହସ୍ତରେ ଗୋହିଏ। ଭଞ୍ଜ, ଲାବଣ୍ୟବତୀ।
  • ଦେ. ବି — ଓଡ଼ିଶାର ଗଉଡ଼ୁଣୀ, କେଉଟୁଣୀ, ଧୋବଣୀ, ବାଉରାଣୀ, କଣ୍ଡୁରୁଣୀ ଆଦି ହାତରେ ପିନ୍ଧିବା ପିତ୍ତଳର ଏକାଧିକ ଖଡ଼ୁ (ଏହା ହାତଗଣ୍ଠିଠାରୁ ବାହାପର୍ଯ୍ୟନ୍ତ ପିନ୍ଧା ଯାଇ— ଥାଏ) — Heavy and clumsy brass bracelets and bangles worn by some Ṡūdra and low caste women in Orissa
  • ଦେ. ବି — [ଦ୍ର—ଗଉଡ଼ୁଣୀ, କେଉଟୁଣୀ ପ୍ରଭୃତିଙ୍କର ଦୁଇ ହାତର ଖଡ଼ୁ ଓଜନରେ ପ୍ରାୟ 5।6 ସେର ହେବାର ଦେଖାଯାଏ।] — [ଦ୍ର—ଗଉଡ଼ୁଣୀ, କେଉଟୁଣୀ ପ୍ରଭୃତିଙ୍କର ଦୁଇ ହାତର ଖଡ଼ୁ ଓଜନରେ ପ୍ରାୟ56ସେର ହେବାର ଦେଖାଯାଏ]