ଖଡ଼ୁକାଚ Khaṟḍ̠ukācha

  • ଦେ. ବି. (ସହଚର) — ସଧବା ସ୍ତ୍ରୀଲୋକଙ୍କର ପ୍ରଧାନ ଅଳଙ୍କାର ଦ୍ୱୟ, ଧାତୁନିର୍ମିତ ଖଡ଼ୁ ଓ କାଚ — Metal bracelet and glass-bangles worn by females who have their husbands living