ଖଡ଼ୁକଣ୍ଠି Khaṟḍ̠ukaṇṭhi

  • ଦେ. ବି. (ସହଚର) — ଖଡ଼ୁ ଏବଂ କଣ୍ଠି — Bracelet and necklace
  • ଦେ. ବି. (ସହଚର) — [ଦ୍ର—ଓଡ଼ିଶାରେ ନବଜାତ ଶିଶୁମାନଙ୍କୁ ବନ୍ଧୁମାନେ ଓ ଅନୁ— ଗୃହୀତ ବ୍ଯକ୍ତିଙ୍କୁ ରାଜାମାନେ ଖଡ଼ୁକଣ୍ଠି ଉପହାର ଦିଅନ୍ତି।]