ଖଡ଼ୁ ଛୁଇଁବା Khaṟḍ̠u chhuiñbā

  • ଦେ. କ୍ରି. — (ସଧବା ସ୍ତ୍ରୀ) ନିଜ ହାତର ଖଡ଼ୁକୁ ସ୍ପର୍ଶ କରି ଶପଥ କରିବା — To swear by touching the bangle (said of a woman having her husband)
  • ଦେ. କ୍ରି. — [ଦ୍ର—ଖଡ଼ୁ ଛୁଇଁ ମିଛ କହିବା ସ୍ତ୍ରୀ ଶୀଘ୍ର ବିଧବା ହେବାର ଲୋକବିଶ୍ୱାସ ଅଛି।]