ଖଡ଼ୁ କାଢ଼ିବା Khaṟḍ̠u kaṟḍ̠ẖibā

  • ଦେ. କ୍ରି. — ହାତଗଣ୍ଠିରେ ପିନ୍ଧିଥିବା ଖଡ଼ୁକୁ ହାତରୁ ବାହାର କରିବା — To take off the khaṟḍ̠u from the wrist
  • ଦେ. କ୍ରି. — (ଲକ୍ଷଣାର୍ଥ) କୌଣସି ସଧବା ସ୍ତ୍ରୀ ବିଧବା ହେଲେ ତା ହାତରୁ ସଧବାର ଚିହ୍ନ ଖଡ଼ୁକୁ ବାହାର କରିବା — To take off the bracelets from the wrists of a woman just widowed
  • ଦେ. କ୍ରି. — [ଦ୍ର—କୌଣସି ସଧବା ସ୍ତ୍ରୀଙ୍କ ସ୍ୱାମୀ ମଲେ ବିଧବାକୁ କୌଣସି ଜଳାଶୟ ନିକଟକୁ ନେଇ ଭଣ୍ଡାରୁଣୀ ବା ଗ୍ରାମସେବକ ତା ହାତରୁ ସଧବାର ଚିହ୍ନ ଖଡ଼ୁ ଓ କାଚକୁ ବାହାର କରି ପକାଇବାର ବିଧି କେତେକ ଅଞ୍ଚଳରେ ଚଳେ।]