ଖଡ଼ିଲାଗି Kaṟḍ̠ilāgi
- ଦେ. ବି. — ସ୍ନାନପୂର୍ଣ୍ଣିମା ପରେ ରଥଯାତ୍ରା ପୂର୍ବରୁ ଜଗନ୍ନାଥଙ୍କ ବିଗ୍ରହରେ ଖଡ଼ିଆଦି ଲଗାଇ ଚିତ୍ର କରିବାର ଅନୁଷ୍ଠାନ ବା ଉତ୍ସବ — The ceremony of smearing chalk on the image of the Deity Jagannātha after the Bath ceremony
- ଦେ. ବି. — [ଦ୍ର—କେବଳ 'ମୁଦିରଥ' ବଂଶୀୟ ସେବକ ଏହି ଖଡ଼ିର ପ୍ରଲେପ ତିଆରି କରନ୍ତି; ଅନ୍ଯ କେହି କରନ୍ତି ନାହିଁ।]