ଖଡ଼ାବଇଠା Khaṟḍ̠ābaiṭhā
- ଦେ. ବି — ଉଠାବଇଠା; ଉଠବସ; ଉଠିବା ବସିବା — Act of standing up and sitting down by turns
- ଦେ. ବି — ଅପରାଧୀକୁ ଏକାଧିକ ଥର ଉଠିବା ଓ ବସିବାକୁ ଦିଆଯିବାରୂପ ଦଣ୍ଡ — A punishment of making a culprit stand up and sit down alternately
- ଦେ. ବି — [ଦ୍ର—ପୂର୍ବେ ଓଡ଼ିଶାରେ ଚାଟଶାଳୀରେ ଅପରାଧୀ ଛାତ୍ରକୁ ଏ ଦଣ୍ଡ ଦିଆ ଯାଉଥିଲା।]