ଖଡ଼ାପହରା Khaṟḍ̠āpaharā

  • ଦେ. ବି — ଠିଆ ହୋଇ ପହରା ବା ଚଉକି ଦେବା — Watching by standing throughout
  • ଦେ. ବି — ଠିଆ ହୋଇ ଅନେକ ସମୟ ଅତିବାହିତ କରିବା — Spending a long time standing throughout; being on one's legs long