ଖଡ଼ାପତ୍ରଂ ନ ଦୀୟତେ Khaṟḍ̠āpatraṁ na dīyate
- ଦେ. ପ୍ରବଚନବାକ୍ୟ (ସଂ. ବାକ୍ୟର ଅର୍ଥ; ଖଡ଼ାପତ୍ର ଗୋଟିଏ ଦିଆ ହେଉ ନାହିଁ) — ଯେଉଁଠାରେ ମୁହଁଭକ୍ତି ଦେଖାଇବାରେ ସୀମା ନ ଥାଏ କିନ୍ତୁ ଦେଲାବେଳକୁ 'ଖଡ଼ାପତ୍ର' ଭଳି ମୂଲ୍ୟହୀନ ଓ ଅସାର ବସ୍ତୁ ସୁଦ୍ଧା ଦିଆ ନ ଯାଏ, ସେହିଠାରେ ଏ ପ୍ରବଚନ ପ୍ରୟୋଗ କରାଯାଏ — A saying meaning 'not giving a thing of the slightest value'