ଖଡ଼ରାବୁରୁସ୍ Khaṟḍ̠araburus

  • ଦେ. ବି. (ସହଚର; ସଂ. ଖରଦଂଷ୍ଟ୍ରା+ଇଂ. ବ୍ରଷ) — ଘୋଡ଼ାର ଦେହମାର୍ଜନ ନିମନ୍ତେ ବ୍ଯବହୃତ ଲୁହାର ଦାଢୁଆ ପାନିଆଁ ଓ ଟାଆଁସା ଘୁଷୁରି ରୋମରେ ତିଆରି ବ୍ରୁସ ବା ପାନିଆଁ — Curry-comb and brush for horse
  • ଦେ. ବି. (ସହଚର; ସଂ. ଖରଦଂଷ୍ଟ୍ରା+ଇଂ. ବ୍ରଷ) — [ଦ୍ର—ପ୍ରଥମରେ ଘୋଡ଼ା ଦେହରେ ଖରଡ଼ା ମାରିଲେ ତା ଦେହରୁ ଅଡ଼ୁଆ ଲୋମ, ଧୂଳି ଓ ରୂପୀ ଆଦି ଝଡ଼େ। ତା ପରେ ବୁରୁସଦ୍ୱାରା ତା ଲୋମକୁ ସାଉଁଳିବାକୁ ହୁଏ।]