ଖ୍ୱାନ୍ଚା Khwānchā

  • ବୈଦେ. ବି (ଫା) — ପରାତ; ଦୋକାନରେ ମିଠାଇଆଦି ସଜାଇବା ଓ ବନ୍ଧୁବାନ୍ଧବମାନଙ୍କ ନିକଟକୁ ମିଷ୍ଟାନ୍ନାଦି ଉପହାର ଦେବାରେ ବ୍ଯବହୃତ ଧାତୁର ଖୁବ୍ ବଡ଼ ଥାଳି — Big metal-plate or tray in which sweetmeats are arranged for sale or present