ଖ୍ୟାତି Khyāti

  • ସଂ. ବି. (ଖ୍ୟା ଧାତୁ+ଭାବ.ତ) — ପ୍ରସିଦ୍ଧି; ଯଶଃ — Fame; glory; celebrity; renown; reputation
  • ସଂ. ବି. (ଖ୍ୟା ଧାତୁ+ଭାବ.ତ) — ନାମ — Name; appellation
  • ସଂ. ବି. (ଖ୍ୟା ଧାତୁ+ଭାବ.ତ) — ଉପାଧି — Title
  • ସଂ. ବି. (ଖ୍ୟା ଧାତୁ+ଭାବ.ତ) — ପ୍ରଶଂସା — Praise
  • ସଂ. ବି. (ଖ୍ୟା ଧାତୁ+ଭାବ.ତ) — ଜ୍ଞାନ — Knowledge (Apte)
  • ସଂ. ବି. (ଖ୍ୟା ଧାତୁ+ଭାବ.ତ) — ବର୍ଣ୍ଣନ; ଉଲ୍ଲେଖ — Narration (Apte)