ଖ୍ୟା (ଧାତୁ) Khyā (root)

  • ସଂ — କହିବା — To tell
  • ସଂ — ପ୍ରଚାରକରିବା — To declare; to publish
  • ସଂ — ନାମରେ ଖ୍ୟାତ ହେବା; କୁହାଯିବା — To be called or styled
  • ସଂ — ବିଖ୍ୟାତ ହେବା — To be famous
  • ସଂ — ଜ୍ଞାତ ହେବା — To be known