ଖ୍ୟାତ Khyāta

  • ସଂ. ବିଣ. (ଖ୍ୟା ଧାତୁ=କହିବା+କର୍ମ. ତ) — କଥିତ — Spoken
  • ସଂ. ବିଣ. (ଖ୍ୟା ଧାତୁ=କହିବା+କର୍ମ. ତ) — ପ୍ରସିଦ୍ଧ; ବିଖ୍ୟାତ — Renowned; famous; celebrated;
  • ସଂ. ବିଣ. (ଖ୍ୟା ଧାତୁ=କହିବା+କର୍ମ. ତ) — ଜାତ ହୋଇଣ ଖ୍ୟାତ ହୋଇଲେ ବଳରେ—କୃଷ୍ଣସିଂହ. ମହାଭାରତ. ଆଦି।
  • ସଂ. ବିଣ. (ଖ୍ୟା ଧାତୁ=କହିବା+କର୍ମ. ତ) — ପ୍ରକାଶିତ; ସର୍ବତ୍ର ଘୋଷିତ; ପ୍ରକଟିତ — Widely published
  • ସଂ. ବିଣ. (ଖ୍ୟା ଧାତୁ=କହିବା+କର୍ମ. ତ) — ନାମରେ ଡକା ଯାଉଥିବା; ଆହୂତ — Called; styled; termed
  • ସଂ. ବିଣ. (ଖ୍ୟା ଧାତୁ=କହିବା+କର୍ମ. ତ) — ଜ୍ଞାତ — Known
  • ସଂ. ବି. (+ଭାବ.ତ) — ଇସ୍ତିହାର — Proclamation
  • ସଂ. ବି. (+ଭାବ.ତ) — ଉଲ୍ଲେଖ — Mention (Apte)