ଖ୍ରୀଷ୍ଟାଦ୍ଦ Khrīshṭābda
- ଦେ. ବି. (ଇଂ. ଖ୍ରୀଷ୍ଟ+ସଂ. ଅଦ୍ଦ) — ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଠାରୁ ଗଣା ଯାଉଥିବା ବର୍ଷ — A. D. year computed from the birth of Jesus Christ
- ଦେ. ବି. (ଇଂ. ଖ୍ରୀଷ୍ଟ+ସଂ. ଅଦ୍ଦ) — [ଦ୍ର—ମୋଟାମୋଟି କହିବାକୁ ଗଲେ ଶକାଦ୍ଦରେ 79 ଯୋଗ କଲେ ଖ୍ରୀଷ୍ଟାଦ୍ଦ ଧରା ପଡ଼େ। ଖ୍ରୀଷ୍ଟାଦ୍ଧ ଜାନୁଆରୀମାସରୁ ଆରମ୍ଭ ହୁଏ। ଓଡ଼ିଆ ସନ କନ୍ୟ ବା ଆଶ୍ୱିନ ମାସରୁ ଆରମ୍ଭ ହୁଏ।] — [ଦ୍ର—ମୋଟାମୋଟି କହିବାକୁ ଗଲେ ଶକାଦ୍ଦରେ79ଯୋଗ କଲେ ଖ୍ରୀଷ୍ଟାଦ୍ଦ ଧରା ପଡ଼େ ଖ୍ରୀଷ୍ଟାଦ୍ଧ ଜାନୁଆରୀମାସରୁ ଆରମ୍ଭ ହୁଏ ଓଡ଼ିଆ ସନ କନ୍ୟ ବା ଆଶ୍ୱିନ ମାସରୁ ଆରମ୍ଭ ହୁଏ]