ଖ୍ରୀଷ୍ଟମସ୍ କାର୍ଡ Khrīshṭamas Kāṟḍ̠
- ବୈଦେ. ବି. (ଇଂ) — ଖ୍ରୀଷ୍ଟାମସ୍—ପର୍ବ ଉପଲକ୍ଷରେ ବନ୍ଧୁମାନେ ପରସ୍ପର ନିକଟକୁ ପଠାଇବା ମଙ୍ଗଳକାମନା— ସୂଚକ ପତ୍ର (ଏ ପ୍ରଥା 1845 ସାଲରେ ଇଂଲଣ୍ଡବାସୀ ସାର୍ ହେନେରୀ କୋଲ୍ ପ୍ରଥମେ ପ୍ରବର୍ତ୍ତାଇ ଥିଲେ) — ଖ୍ରୀଷ୍ଟାମସ୍—ପର୍ବ ଉପଲକ୍ଷରେ ବନ୍ଧୁମାନେ ପରସ୍ପର ନିକଟକୁ ପଠାଇବା ମଙ୍ଗଳକାମନା— ସୂଚକ ପତ୍ର (ଏ ପ୍ରଥା1845ସାଲରେ ଇଂଲଣ୍ଡବାସୀ ସାର୍ ହେନେରୀ କୋଲ୍ ପ୍ରଥମେ ପ୍ରବର୍ତ୍ତାଇ ଥିଲେ)—Christmas-card