ଖୋଡ଼ିଆଚଣା Khoṟḍ̠iāchaṇā

  • ପ୍ରାଦେ (ଗଡ଼ଜାତ) ବି (ତୁଳ. ବଂ. ଖେଡ଼ୀ କଳାଇ) — ଖେସାରି (ଦେଖ) — Khesāri (See)
  • ପ୍ରାଦେ (ଗଡ଼ଜାତ) ବି (ତୁଳ. ବଂ. ଖେଡ଼ୀ କଳାଇ) — [ଦ୍ର—ବୈଦ୍ୟଶାସ୍ତ୍ର ଅନୁସାରେ ଏହା ବହୁତ ଦିନ ଖାଇଲେ ଲୋକେ ପଙ୍ଗୁ ବା ଖୋଡ଼ିଆ ହୋଇଯାଆନ୍ତି।]