ଖୋସା Khosā
- ଦେ. ବି (ସଂ. କୋଷ) — ନଡ଼ିଆଫୁଲର ବୃତି ବା ଖଣ୍ଡାର ଖାପଭଳି ଖୋଳ; ନଡ଼ିଆ ଚଅଁର ଯେଉଁ ନୌକାକୃତି ଖୋଳରୁ ପ୍ରଥମେ ବାହାରେ — The sheath or capsule from which cocoanut chauries burst forth before the flowers develop into fruits
- ଦେ. ବି (ସଂ. କୋଷ) — ଫଳ, ଶସ୍ୟାଦିର ଆବରଣ, ଚୋପା ବା ଛାଲି — Husk, rind, peel or skin of a fruit
- ଦେ. ବି (ସଂ. କୋଷ) — ପଣସ, ଲେମ୍ବୁଆଦିର ଫୁଟ — Seed-capsule of jack, orange etc
- ଦେ. ବି (ସଂ. କୋଷ) — ଏକପ୍ରକାର ଖଜା ବା ମିଷ୍ଟାନ୍ନ — A kind of sweetmeat
- ଦେ. ବି (ସଂ. କୋଷ) — କବରୀ ବା ଜୁଡ଼ା (କେଶରେ ଗଣ୍ଠି ପକାଇ ସାରି ଉକ୍ତ ଗଣ୍ଠିକୁ ଲେଉଟାଇ ନେଇ କେଶ ମଧ୍ୟରେ ଖୋସି ଦେଲେ ଯେଉଁ ଜୁଡ଼ା ହୁଏ ତାହାକୁ ଖୋସା କହନ୍ତି) — Chignon; hair dressed into an inverted knot
- ଦେ. ବି (ସଂ. କୋଷ) — ଯାହାକୁ ଅଧିକୃତି ଦେଇଥାଏ ସୁଦତୀ ଖୋସା ଉପରେ ଝରାଭୂଶାକୁ ରେ— କବିସୂର୍ଯ୍ୟ. ସଙ୍ଗୀତ।