ଖୋସାହୁଳା Khosāhuḻā

  • ଦେ. ବି — ଶୁଖିଲା ନଡ଼ିଆ ଖୋସା ବା ଶିପକୁ ସରୁ ସରୁ କରି ଚିରି ସେଥିରେ ବିଡ଼ା ବନ୍ଧାଯିବା ଅଟା ବା ବଡ଼ିଆ (ଏହା ଧୂଆଁରେ ମଶା ରହି ପାରନ୍ତି ନାହିଁ।) — A faggot made of the fibres of cocoanut branch-sheaths