ଖୋସାଣିଫିଟା (ଭୋଜନ) Khosaṇuphiṭā
- ଦେ. ବିଣ — ଅତିରିକ୍ତ (ଭୋଜନ) — Excessive (eating)
- ଦେ. ବିଣ — [ଦ୍ର—ଯଥା—ଖୋସଣିଫିଟା ଭୋଜନ=ଯେଉଁ ଭୋଜନ କଲେ ଭୋଜନାଧିକ୍ୟ ଯୋଗୁଁ ପେଟର କଳେବର ବଢ଼ି ଯିବାରୁ ପେଟ ମଝିରେ (ଲାହି ଉପରେ) କସିକରି ପିନ୍ଧା ଯାଇଥିବା ଲୁଗାକୁ ହୁଗୁଳା କରିବା ପାଇଁ ଖୋସାଣି ଫିଟାଇବା ଆବଶ୍ୟକ ହୁଏ।]