ଖୋଳାଖୋଳି Khoḻākhoḻi

  • ଦେ. ବି — ଖୋଳିବାର କର୍ମମାନ — Acts of khoḻibā
  • ଦେ. ବି — ପରସ୍ପର ଛିଦ୍ର କୁହାକୋହି ହେବା — Mutural recriminations consisting of exposing each other's faults or family- secrets
  • ଦେ. ବିଣ — ପରସ୍ପର ଛିଦ୍ର କୁହାକୋହି ହେଉଥିବା — Exposing each other's faults or family-secrets
  • ଦେ. କ୍ରି. ବିଣ — ସ୍ପଷ୍ଟ ଓ ସରଳ ରୂପେ — Frankly and plainly