ଖୋଲାସା Kholāsā
- ବୈଦେ. ବିଣ ଓ ବି—(ଆ. ଖୁଲା; ଖୁଲାସା) — ଖୁଲାସା (ଦେଖ) — Khulāsā (See)
- ବୈଦେ. ବିଣ ଓ ବି—(ଆ. ଖୁଲା; ଖୁଲାସା) — ମହର୍ଷି ବାଲ୍ମୀକି ସେ କଥା ଖୋଲାସା (ବିଣ. 4 ) କରି ଲେଖି ଯାଇ ନାହାନ୍ତି। ଫକୀରମୋହନ, ଛମାଣଆଠଗୁଣ୍ଠ। — ମହର୍ଷି ବାଲ୍ମୀକି ସେ କଥା ଖୋଲାସା (ବିଣ.4) କରି ଲେଖି ଯାଇ ନାହାନ୍ତି ଫକୀରମୋହନ, ଛମାଣଆଠଗୁଣ୍ଠ