ଖୋଲାଖୋଲି Kholākholi

  • ଦେ. ବି. — ଅକପଟ ବା ସରଳ ବ୍ଯବହାର ବା କଥା— ଭାଷା — Frank talk and conduct
  • ଦେ. ବି. — ଖୋଲିବାର କର୍ମମାନ — Acts of opening
  • ଦେ. ବିଣ. — ସ୍ପଷ୍ଟ ଓ ସରଳ (ବାକ୍ୟ) — Plain and frank (words)