ଖୋରାକି Khorāki

  • ଦେ. ବି — ଖୋରାକ୍ (ଦେଖ) — Khorāk (See)
  • ଦେ. ବି — ଚାକର ଆଦିଙ୍କୁ ଖାଦ୍ୟଦ୍ରବ୍ୟ ବିନିମୟରେ ଦିଆଯିବା ଧନ — Money given to servants in lieu of food
  • ଦେ. ବିଣ — ଖୋରାକ୍ (ଦେଖ) — Khorāk (See)
  • ଦେ. ବିଣ — ବଙ୍ଗଳା ଦେଶର ପ୍ରାୟ ଅର୍ଦ୍ଧାଂଶ ଜିଲ୍ଲା ଲୋକଙ୍କ ଖୋରାକି ଲୁଣ ବାଲେଶ୍ୱରୀ ଜାହାଜ ବହନ କରୁଥିଲା। ଫକୀରମୋହନ. ଗଳ୍ପସ୍ୱଳ୍ୱ।
  • ଦେ. ବିଣ — ଖୁବ୍ ଖାଇପାରିବା (ବ୍ଯକ୍ତି) — (a person) Who can eat much