ଖୋରଧା ରୋଡ଼୍ Khoradhā roṟḍ̠

  • ଦେ. ବି. (ନାମ) — ବେଙ୍ଗଲ୍ ନାଗପୁର ରେଲ୍ୱେର ଅସଲ ଲାଇନ୍ରୁ ପୁରୀଶାଖା ବାହାରିଥିବା ଜଙ୍କ୍ସନ୍ (ଏହାର ଅନ୍ଯ ନାମ ଜଟଣୀ) — A junction of the B. N. Ry. for the Puri line; jatni