ଖୋଜ୍ ଖବର୍ Khoj khabar
- ବୈଦେ. ବି (ଆ. ଖୌଜ+ ଖବ୍ର୍; ଏକାର୍ଥକ ସହଚର) — ଅନ୍ୱେଷଣ — Search
- ବୈଦେ. ବି (ଆ. ଖୌଜ+ ଖବ୍ର୍; ଏକାର୍ଥକ ସହଚର) — ସମ୍ବାଦ — News
- ବୈଦେ. ବି (ଆ. ଖୌଜ+ ଖବ୍ର୍; ଏକାର୍ଥକ ସହଚର) — ତତ୍ତ୍ୱ; ସନ୍ଧାନ — Inquiry; investigation
- ବୈଦେ. ବି (ଆ. ଖୌଜ+ ଖବ୍ର୍; ଏକାର୍ଥକ ସହଚର) — ପତ୍ତା — Trace; clue