ଖୋଜତଲାସ Khajatalāsa

  • ବୈଦେ. ବି (ଆ. ଖୌଜ +ତଲ୍ଲାସ; ଏକାର୍ଥକ ସହଚର) — ଅନୁସନ୍ଧାନ — Search
  • ବୈଦେ. ବି (ଆ. ଖୌଜ +ତଲ୍ଲାସ; ଏକାର୍ଥକ ସହଚର) — ଖୁବ ଧରପଗଡ଼ ହେଲା; ଦୁଇ ଦିନ ପର୍ଯ୍ୟନ୍ତ ଖୋଜତଲାସ ହେଲା, ମାତ୍ର.......କିଛି ଠିକଣା ମିଳିଲା ନାହିଁ। ଫକୀରମୋହନ. ଛମାଣଆଠଗୁଣ୍ତ।