ଖେଳ୍ (ଧାତୁ) Kheḻ (root)

  • ସଂ. ଖେଳିବା; କ୍ରୀଡ଼ା କରିବା — To play; to sport
  • ସଂ. ଥରିବା; କମ୍ପିଯିବା — To tremble; to shake
  • ସଂ. ଇତସ୍ତତଃ ଚଳିବା; ହଲିବା — To move to and fro