ଖେଳନ୍ତା Kheḻantā

  • ଦେ. ବିଣ. (ସଂ. ଖେଳାତ୍) — କ୍ରୀଡ଼ାକାରୀ; ଖେଳୁଥିବା; କ୍ରୀଡ଼ା କରୁଥିବା — playing
  • ଦେ. ବିଣ. (ସଂ. ଖେଳାତ୍) — ଦିନମଣି ପ୍ରାୟେ ଶୋହିଛି ଭବ—ତିମିରହନ୍ତା ମୁନି—ମନମାନସ ନୀରେ ହଂସରୂପେ ଖେଳନ୍ତା। ପ୍ରାଚୀ. ରସବାରିଧି।